https://kanaknews.com/videos/preparations-gears-up-for-neet-2020-exam-here-is-the-detail/
ନିଟ୍ ପରୀକ୍ଷା ନେଇ ରାଜ୍ୟ ସଂଯୋଜକଙ୍କ ସୂଚନା । ନିଟ୍ ପରୀକ୍ଷା କେନ୍ଦ୍ରରେ ରହିବ ଆଇସୋଲେସନ ରୁମ୍ । ଅଧିକ ତାପମାତ୍ରା ବା ଅସୁସ୍ଥ ପରୀକ୍ଷାର୍ଥୀ ସେଇଠି ଦେବେ ପରୀକ୍ଷା ।